ଆଜି ନନ୍ଦନକାନନ ପ୍ରତିଷ୍ଠା ଦିବସ : ସୁନେଲି ସପନ ପୂରଣ କେବେ ?

ରୋପ୍‌-ୱେକୁ ଆଉ କେତେ ଦିନ ? ନିର୍ମାଣ ପରେ ଖ‌ତ ଖାଉଛି ବହୁତଳ ପାର୍କିଂ, ଲୋପ ପାଇଯାଉଛନ୍ତି ବିରଳ ଜୀବଜନ୍ତୁ, ପକ୍ଷୀ ବାରଙ୍ଗ: ନନ୍ଦନକାନନକୁ ଛୁଇଁଲା ୬୨। ଦିଲ୍ଲୀରେ ଅନୁଷ୍ଠିତ କୃଷି ମେଳାରୁ ନନ୍ଦନକାନନର ପରିକଳ୍ପନା କରାଯାଇଥିବା ବେଳେ ଆଜି ବି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ। ପ୍ରତିବର୍ଷ କେବଳ ସୁନେଲି ‌ସପନ ବାଣ୍ଟି ଚାଲିଛନ୍ତି କର୍ତ୍ତୃପକ୍ଷ। କେତେବେଳେ ସିଂହ ଆଣିବାକୁ ଯୋଜନା କରୁଛନ୍ତି ତ ଆଉ କେବେ କଳେବର … Continue reading ଆଜି ନନ୍ଦନକାନନ ପ୍ରତିଷ୍ଠା ଦିବସ : ସୁନେଲି ସପନ ପୂରଣ କେବେ ?